ନୂଆଦିଲ୍ଲୀ : ଏକକ ନିର୍ବାଚନ ନେଇ ପାଦେ ଆଗକୁ ବଢିଲା କେନ୍ଦ୍ର । ଏ ନେଇ କେନ୍ଦ୍ର ସରକାର ପକ୍ଷରୁ ଗଠନ ହେଲା କମିଟି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ । ଖୁବଶୀଘ୍ର କମିଟିରେ ଅନ୍ୟ ସଦସ୍ୟଙ୍କ ନାଁ ଘୋଷଣା ହେବ । ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଏହି ସାମ୍ଭାବ୍ୟ ବିଲର ସମସ୍ତ ଦିଗ ଉପରେ ବିଚାର କରି ଲୋକମାନଙ୍କ ମତାମତ ନେବେ। ତେବେ ଏହି କମିଟିରେ ଆଉ କେଉଁମାନେ ସାମିଲ ହେବେ ତାହା ଜଣାପଡିନାହିଁ । ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ପାସ ହେଲେ ଏକସଙ୍ଗେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେବ । କିନ୍ତୁ ଏହି ବିଲ ପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ତେଣୁ ଏହି ସ୍ବଳ୍ପ ସମୟ ଭିତରେ ଏକ ସମୟରେ ଭୋଟ କରିବା ସମ୍ଭବ ହୋଇନପାରେ । ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି ।
ଏହା ପରେ ହିଁ ନିଷ୍ପତ୍ତି ନିଆଯିବ ଯେ ଆଗାମୀ ଦିନରେ ସରକାର ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତ ହେବେ କି ନାହିଁ ।
ଏକକ ନିର୍ବାଚନ : ଗଠନ ହେଲା କମିଟି
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







