ବାଙ୍କୀ :ପୁଣି ଆତଙ୍କ ଖେଳାଇଲା ହରିରାଜପୁର ଯବାନ । ଗିରଫ କରିବାକୁ ଯାଇଥିବା ବେଳେ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ । ବାଙ୍କୀ ଥାନା ଏସଆଇ ସମ୍ବିତ ସ୍ୱାଇଁ ଓ କନେଷ୍ଟବଳଙ୍କୁ ଖଣ୍ଡାରେ ଆକ୍ରମଣ । ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ହାଣିରେ ଯବାନ । ଆକ୍ରମଣରେ ଗୁରୁତର ୨ ଜଣ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି । ପୂର୍ବରୁ ବି ବାଙ୍କୀ ଥାନା ମହିଳା ଏସଆଇଙ୍କୁ ଆକ୍ରମଣ କରିଥିଲା । ବାଙ୍କୀ ବଜାରରେ ବି ଖଣ୍ଡା ବୁଲାଇ ଆତଙ୍କ ଖେଳାଇଥିଲା ଯବାନ ।
Views: 92