ନବରଙ୍ଗପୁର : ନବରଙ୍ଗପୁର ଜିଲ୍ସା ଉମରକୋଟ , ଝରିଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ । ବିଭିନ୍ନ ଛକରେ କୃଷକ ମହାସଂଘର ରାସ୍ତା ଅବରୋଧ ସହ ଆନେ୍ଦାଳନ । ମକାର ଅଭାବୀ ବିକ୍ରି ବନ୍ଦ ଓ ତୁରନ୍ତ ମଣ୍ଡିରେ ଚାଷୀଙ୍କ ଧାନ କିଣା ଦାବିରେ ବିକ୍ଷୋଭ । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱକେ ଆନେ୍ଦାଳନ ଜାରି । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ଟି ବ୍ଲକରେ ଜାରି ରହିବ ପ୍ରତିବାଦ ।
ଏଥିପାଇଁ ମିଲରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ ଟାର୍ଗେଟ ମିଳିନି । ଫଳରେ ମଣ୍ଡିରୁ ଧାନ ଉଠୁନାହିଁ । ଏଥିସହ ଚଳିତ ବର୍ଷ ମକା ଦାମ କୁଇଣ୍ଟାଲ ୧୮୦୦ ଟଙ୍କା ରହିଛି । ଗତବର୍ଷ ମକା କୁଇଣ୍ଟାଲ ୨୩୦୦/- ରୁ ୨୪୦୦ ଟଙ୍କା ରହିଥିଲା । ଯାହାକୁ ନେଇ ଚାଷୀ କ୍ଷତି ସହୁଛନ୍ତି । ଧାନ ମଣ୍ଡିକୁ ତୁରନ୍ତ କାର୍ୟ୍ୟକାରୀ କରିବା ସହ ସରକାର ମକାର ଏମଓସପି ଦରରେ ମକା କ୍ରୟ ବୃଦ୍ଧି ପାଇଁ ଦାବି ହୋଇଛି । ତିନୋଟି ବ୍ଲକର କୃଷକ ମହାସଙ୍ଘ ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଚାଷୀ ମାନେ ଛକ ଛକରେ ରାସ୍ତା ଅବରୋଧ କରି ବସିଛନ୍ତି ।
ଉମରକୋଟ, ଝରିଗାଁ ଓ ରାଇଘରରେ ଚକଅଖ ବନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











