The Ultimate Managed Hosting Platform
ADVERTISEMENT

ଉପଗ୍ରହ ଉତକ୍ଷେପଣ ଇସ୍ରୋର ଶତକ , ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାଭିଗେସନ ସାଟେଲାଇଟ ଏନଭିଏସ-୦୨

Facebook
Twitter
LinkedIn

ଶ୍ରୀହରିକୋଟା : ଉପଗ୍ରହ ଉତକ୍ଷେପଣରେ ଇସ୍ରୋର ଶତକ । ଏନଭିଏସ-୦୨ ସାଟେଲାଇଟର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଶ୍ରୀହରିକୋଟା ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ସତୀଶ ଧାବ୍ୱନ ମହାକାଶ ଗବେଷଣା କେନ୍ଦ୍ରରୁ ନାଭିଗେସନ ସାଟେଲାଇଟ ଏନଭିଏସ-୦୨ ଲଂଚ କରି ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଇଟ ସିଷ୍ଟମ । ଏହା ଆମେରିକାର ଜିପିଏସ ଭଳି କାର୍ଯ୍ୟ କରେ । ୧୯୭୯ ମସିହା ଅଗଷ୍ଟ ୧୦ ତାରିଖରୁ ଭାରତର ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଲଞ୍ଚର ୪୬ ବର୍ଷ ପରେ ଭାରତ ଶହେତମ ସାଟେଲାଇଟ୍ ଲଂଚ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login