ମୁମ୍ବାଇ : ଉଦ୍ଧବ ଥାକରେ ସୁପ୍ରିମକୋର୍ଟରେ ନିରାଶ । ଉଦ୍ଧବ ସ୍ୱେଚ୍ଛାରେ ଇସ୍ତଫା ଦେଇଥିବାରୁ କିଛି କରିପାରିବୁନି କହିଲେ କୋର୍ଟ । ଫ୍ଲୋର ଟେଷ୍ଟକୁ ଆସିନଥିବାରୁ କିଛି କରିହେବନି କହିଲେ କୋର୍ଟ । ସେ ନିଜେ ଇସ୍ତଫା ଦେଇଥିବାରୁ ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ହେବନି । ଦଳ ବଦଳ କରିଥିବା ୧୬ ବିଧାୟକଙ୍କ ପ୍ରତି ନିଷ୍ପତ୍ତି ନେଲେନି କୋର୍ଟ । ବିଧାନସଭା ବାଚସ୍ପତିଙ୍କ ଉପରେ ଏ ନେଇ ଦାୟିତ୍ୱ ନ୍ୟସ୍ତ କଲେ ।
ଦୀର୍ଘଦିନର ବ୍ୟବଧାନ ପରେ ମହାରାଷ୍ଟ୍ର ରାଜନୈତିକ ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ କୋର୍ଟର ୫ ଜଣ ସଦସ୍ୟତା ବାଲା ସାମ୍ବିଧାନିକ ପୀଠ ଗତ ବର୍ଷ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦେଇଥିଲେ । କୋର୍ଟ କହିଥିଲେ କି ବାଚସ୍ପତିଙ୍କୁ ରାଜନୈତିକ ଦଳଙ୍କ ତରଫରୁ ନିଯୁକ୍ତ କରାଯାଇଥିବା ହ୍ୱିପକୁ ମାନ୍ୟତା ଦେବା ଆବଶ୍ୟକ । ଏହାସହ ବାଚସ୍ପତିଙ୍କୁ ହଟାଇବା ନୋଟିସ ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ ଜାରି କରିବାର କ୍ଷମତାକୁ ସୀମିତ କରିବ କି ନାହିଁ, ସେ ପ୍ରସଙ୍ଗକୁ ଏକ ବୃହତ ଖଣ୍ଡପୀଠ ଯାଂଚ କରିବାର ଆବଶ୍ୟକତା ରହିଛି ।
ଉଦ୍ଧବଙ୍କୁ ମିଳିଲାନି ଆଶ୍ୱସ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











