The Ultimate Managed Hosting Platform
ADVERTISEMENT

ଉତ୍ତର କଶ୍ମୀରରେ ଭୟଙ୍କର ହିମ ସ୍ଖଳନ

Facebook
Twitter
LinkedIn

 ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ମାଚ୍ଛିଲ ସେକ୍ଟରରେ ଭୟଙ୍କର ହିମ ସ୍ଖଳନ ଘଟିଛି। ଏହି ସେକ୍ଟରର ସମ୍ମୁଖ ପୋଷ୍ଟରେ ଆର୍ମି ଯବାନମାନେ ମୁତୟନ ଥିବା ବେଳେ ହିମ ସ୍ଖଳନ ହୋଇଛି। ଫଳରେ ବରଫ ଅତଡ଼ା ତଳେ ଫସି ୩ ଜଣ ଯବାନ ସହିଦ ହୋଇଛନ୍ତି। ପୁଲିସ୍‌ କହିଛି ଯେ ଏକ ଦୁଭାର୍ଗ୍ୟଜନକ ଘଟଣାକ୍ରମେ ୫୬ ରାଷ୍ଟ୍ରୀୟ ରାଇଫଲର ୩ ଜଣ ଜଣ ଯବାନ ମାଚ୍ଛିଲ ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ହିମ ସ୍ଖଳନ ଯୋଗୁ ବୀରଗତି ପ୍ରାପ୍ତ କରିଛନ୍ତି। ଦେଶର ସେବା କରିବା ବେଳେ ସେମାନେ ସହିଦ ହୋଇଛନ୍ତି। ସେମାନଙ୍କୁ ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login