The Ultimate Managed Hosting Platform
ADVERTISEMENT

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା , ଆଗାମୀ ୩ ଦିନ କେଦାରନାଥ ଯାତ୍ରା ବନ୍ଦ

Facebook
Twitter
LinkedIn

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରୁଦ୍ରପ୍ରୟାଗର ଜିଲ୍ଲା ପ୍ରଶାସନ ଅଜିଠାରୁ ଆଗାମୀ ୩ଦିନ ଅର୍ଥାତ୍ ଅଗଷ୍ଟ ୧୪ ପର୍ୟ୍ୟନ୍ତ କେଦାରନାଥ ଯାତ୍ରାକୁ ବନ୍ଦ କରାଯାଇଛି ।ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି କେଦାରନାଥ ଯାତ୍ରାଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ସ୍ବରୂପ କେଦାରନାଥ ଯାତ୍ରାରେ ବନ୍ଦ କରିଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login