ଉଠାଇନେଲେ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି
ଅନୁଗୁଳ : ଗୋପବନ୍ଧୁ ପାର୍କରୁ ଉଠାଗଲା ନବକୃଷ୍ଣ ଚୈାଧୁରୀଙ୍କ ପ୍ରତିମୂର୍ତ୍ତି । ବାରମ୍ବାର ବିବାଦ ପରେ ପ୍ରତିମୂର୍ତ୍ତି ଉଠାଇନେଲେ ପୈାର କର୍ତ୍ତୁପକ୍ଷ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରଥମେ ପ୍ୟାଣ୍ଟ କୋଟ୍ ପିନ୍ଧା ପ୍ରତିମୂର୍ତ୍ତିକୁ ନାପସନ୍ଦ କରିଥିଲେ ବୁଦ୍ଧିଜୀବୀ । ପରେ ପାଦ ଯାଏଁ ପିନ୍ଧା ଧୋତିକୁ ବି ନାପସନ୍ଦ କରାଯାଇଥିଲା । ଚାଲିଆଡୁ ସମାଲୋଚନା ପରେ ଶେଷରେ ପ୍ରତିମୂର୍ତ୍ତିକୁ ଉଠାଇ ନେଲେ । Views: 95
Copy and paste this URL into your WordPress site to embed
Copy and paste this code into your site to embed