The Ultimate Managed Hosting Platform
ADVERTISEMENT

ଉଜୁଡା ଫସଲ ଦେଖି ଜୀବନ ହାରିଲେ ଚାଷୀ

Facebook
Twitter
LinkedIn

କେନ୍ଦ୍ରାପଡା : ଉଜୁଡି ଗଲା ଫସଲ । ଜୀବନ ହାରିଦେଲେ ଚାଷୀ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଖମଳ ପଞ୍ଚାୟତର ବିଶକ ଗାଁରୁ । ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା । ସୂଚନା ଅନୁସାରେ ଦୈତାରୀ ଜେନା ୩ ଏକର ଜମିରେ ଭାଗ ଚାଷ କରିଥିଲେ । ଆଉ ୨୨ ଗୁଣ୍ଠ ଜମିରେ ମିଶ୍ରିତ ଫସଲ ଚାଷ କରିଥିଲେ । ଚାଷ ପାଇଁ ଲକ୍ଷେ ଟଙ୍କା ଋଣ କରିଥିଲେ ଦୈତାରୀ । ହେଲେ ଅଦିନିଆ ବର୍ଷା ଯୋଗୁ ସବୁ ଫସଲ ନଷ୍ଟ ହୋଇଗଲା । ଧାର, କରଜ କିପରି ସୁଝିବେ ସେ ଚିନ୍ତାରେ ଜୀବନ ହାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login