ଭୁବନେଶ୍ୱର : ଆଗୁଆ ଇଭିଏମ ଆସିବା ପ୍ରସଙ୍ଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୧୧ ଟି ଜିଲ୍ଲାକୁ ଆସିବ । ଏ ନେଇ ସୂଚନା ଦେଇଛନ୍ତି ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ । ଦେଶରେ ବିଭିନ୍ନ ଜିଲ୍ଲାକୁ ଇଭିଏମ ପଠାଇବା ପ୍ରକ୍ରିୟା । ସେହି କ୍ରମରେ ପ୍ରଥମେ ପୁରୀରେ ପହଁଚିଛି ଇଭିଏମ । ଆସନ୍ତ ବର୍ଷ ସାଧାରଣ ନିର୍ବାଚନ ପାଇଁ ଏହି ପ୍ରକ୍ରିୟା । ପର୍ଯ୍ୟାୟ କ୍ରମେ ସବୁ ଜିଲ୍ଲାକୁ ପଠାଯିବ ଇଭିଏମ ।
Views: 77