The Ultimate Managed Hosting Platform
ADVERTISEMENT

ଇଣ୍ଡିଆ ଟୁଡେର ମାଗାଜିନର କଭର ଷ୍ଟୋରୀରେ ଦୂତୀ ଓ ତାଙ୍କ ବାନ୍ଧବୀ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳକୁ ନୁହେଁ କିନ୍ତୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମାଗାଜିନର କଭର ଷ୍ଟୋରୀରେ ସ୍ଥାନ ପାଇଛନ୍ତି ଦୂତୀ ଓ ତାଙ୍କ ବାନ୍ଧବୀ । ଫଟୋରେ ଦୂତୀ ନିଜ ବାନ୍ଧବୀଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି ।ତାଙ୍କ ବାନ୍ଧବୀ ମୋନାଲିସାଙ୍କୁ ସେ ସିନ୍ଦୁର ପିନ୍ଧାଇଛନ୍ତି । ଏହି ଫଟୋକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତାଙ୍କ ପ୍ରେମ କାହାଣୀ । ଏହାସହ କହିଛନ୍ତି, ସେ ବାପାକୁ ହେବାକୁ ଚାହାନ୍ତି । ତାଙ୍କ ବାନ୍ଧବୀ ମୋନାଲିସା ମାଆ ହେବାକୁ ଚାହାନ୍ତି । ଆମ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ମିଳିବ କି ନାହିଁ ସେନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏବେ ଲୋକଙ୍କ ମାନସିକତା ଓ ଆଭିମୁଖ୍ୟ ଧିରେ ଧିରେ ବଦଳୁଛି ସମଲିଙ୍ଗୀ ଲୋକ ଓ ତାଙ୍କ ସଂପର୍କକୁ ନେଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login