The Ultimate Managed Hosting Platform
ADVERTISEMENT

ଇଡିରେ ଉର୍ବଶୀ ରୈାତେଲା

Facebook
Twitter
LinkedIn

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଅନଲାଇନ ବେଟିଂ ମାମଲାରେ ଇଡ଼ିରେ ହାଜର ହୋଇଛନ୍ତି । ଅନଲାଇନ ବେଟିଂ ପ୍ଲାଟଫର୍ମ 1xBet ରେ ୨୨ କୋଟି ଭାରତୀୟ ୟୁଜର୍ସ ରହିଛନ୍ତି । କେନ୍ଦ୍ର ସରକାର ନିକଟରେ ଅନଲାଇନ ଗେମିଂ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି । ଆଉ ଉର୍ବଶୀ ଏହି ଅନଲାଇନ ବେଟିଂ ପ୍ଲାଟଫର୍ମର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି । ଉର୍ବଶୀ ରୌତେଲା 1xBet ବେଟିଂ ଆପରେ ବିଜ୍ଞାପନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ରହିଛି । ଏହି ଆଧାରରେ ଉର୍ବଶୀଙ୍କୁ ପଚରାଉଚରା ପାଇଁ ଇଡି ଡାକିଛି । ଉର୍ବଶୀ ରୌତେଲାଙ୍କୁ ମଧ୍ୟ ସମନ କରାଯାଇଥିଲା । ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ ଉର୍ବଶୀ ରୌତେଲାଙ୍କୁ ମଧ୍ୟ ସମନ କରାଯାଇଥିଲା । ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login