ଭୁବନେଶ୍ୱର : ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ । ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ଘର ସହ ୧୦ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଚାଲିଛି ଚଢାଉ । ଏହି ଚଢାଉରେ ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୁବନେଶ୍ୱର, କଟକ ଏବଂ ଯାଜପୁର ବିଭିନ୍ନ ସ୍ଥାନରେ ଚାଲିଛି ରେଡ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାରରେ ରହିଛି ୩ ବିଏଚକେ ଫ୍ଲାଟ ରହିଛି ।
Views: 88