ଆଜି ହେଉଛି ଗୋଲାପ ଦିବସ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ ପାଳନ କରାଯାଇଥାଏ, କିନ୍ତୁ ଏହା ପୂର୍ବରୁ ଏହି ଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଏହି ଫେବୃଆରୀ ମାସର ପ୍ରଥମ ଦିନ ଅର୍ଥାତ ଆଜିର ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଏ । ଯାହାକି ପ୍ରତିବର୍ଷ ୭ ତାରିଖରେ ପାଳନ ହୋଇଥାଏ । ଏହିଦିନରେ ପ୍ରେମ, ଏବଂ ବନ୍ଧୁତ୍ବ ପାଇଁ ଏହି ଦିନ ଖୁବ୍ ଖାସ ହୋଇଥାଏ । ଏହି ଦିନରେ ନିଜ ପ୍ରିୟଜନଙ୍କୁ ଗୋଲାପ ଫୁଲ ଦେଇ ସ୍ପେଶାଲ ଅନୁଭବ କରାଯାଇଥାଏ । ଆମେ ଏଠାରେ କହି ରଖୁଛୁ କି ବିଭିନ୍ନ ରଙ୍ଗର ଗୋଲାପ ଏକ ଭିନ୍ନ ବାର୍ତା ଦେଇଥାଏ । ଯେପରିକି ଲାଲ ଗୋଲାପ ପ୍ରେମର ପ୍ରତୀକ ଭାବେ ବିଚାର କରାଯାଏ । ସେହିପରି ଗୋଲାପି କୃତଜ୍ଞତା ଓ ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ବ ପାଇଁ ଧଳା ରଙ୍ଗର ଗୋଲାପ କ୍ଷମାର ପ୍ରତୀକ ଅଟେ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ପ୍ରେମ କରିବାର ଖାସ୍ ମାସ ହେଉଛି ଫେବୃଆରୀ । ଏହି ମାସର ଆରମ୍ଭରୁ ହିଁ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ଖାସ୍ କରି ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ ।
ଆସିଗଲା ପ୍ରେମ ରୁତୁ, ଆଜି ରୋଜ ଡେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











