The Ultimate Managed Hosting Platform
ADVERTISEMENT

ଆସାମରେ ରାହୁଲ ଗାନ୍ଧୀଙ୍କୁ ବିରୋଧ

Facebook
Twitter
LinkedIn

ନୂଆଦିଲ୍ଲୀ : ଆସାମରେ ରାହୁଲ ଗାନ୍ଧୀଙ୍କୁ ବିରୋଧ। ଆସାମର ନୂଆଗାଓଁ ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରାଯାଇଛି। କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି। ଆଜି ନୂଆଗାଁଓରେ ରାହୁଲ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରୋକିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଅପରପଟେ, ଏହାର ପ୍ରତିବାଦରେ ବିଜେପିର କୌଣସି ନେତାଙ୍କୁ କଂଗ୍ରେସ ଓଡ଼ିଶାରେ ପୂରାଇ ଦେବ ନାହିଁ ବୋଲି ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login