The Ultimate Managed Hosting Platform
ADVERTISEMENT

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Facebook
Twitter
LinkedIn

କଟକ: ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । (website: bseodisha.nic.in.) ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login