ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ଛାତ୍ରଚାତ୍ରୀଙ୍କ ପାଇଁ ବଡ ଘୋଷଣା । ଆସନ୍ତା ଶିକ୍ଷାବର୍ଷରୁ ମିଳିବ ମଧ୍ୟାହ୍ନ ଭୋଜନ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ। ଏହାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ବଜେଟରେ ଏ ନେଇ ପ୍ରାବଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗିୟ ମନ୍ତ୍ରୀ ।
Views: 45