The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ , କଡା ସୁରକ୍ଷା ଭିତରେ ଟ୍ୱିନସିଟି; ଷ୍ଟ୍ରଙ୍ଗରୁମରୁ ବୁଥକୁ ଗଲା ଇଭିଏମ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇଭିଏମ୍ । ଭୁବନେଶ୍ୱର, କଟକ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ନେଇ ପୁଲିଂ ବୁଥ୍ ଅଭିମୁଖେ ଯାଉଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ । ଇଭିଏମକୁ ଯାଞ୍ଜ କରି ନିଜ ନିଜ ବୁଥକୁ ନେଉଛନ୍ତି । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ରୁ ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ବୁଥକୁ ଏମଭିଏମ ଯାଇ ସରିଛି । ଆଜି ଗୋଟାଏ ଭିତରେ ସବୁ ବୁଥକୁ ଇଭିଏମ ପଠାଯିବ । ରାଜଧାନୀରେ ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ ଟି ସ୍ଥାନ ରେ ୧୧୩୨ ଟି ପୁଲିଂ ବୁଥ ରହିଛି । ସେହିଭଳି ଇଭିଏମ୍ ନେଇ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିର ବୁଥ୍ରୁ ଯାଉଛନ୍ତି ନିର୍ବାଚନ କର୍ମଚାରୀ । କଟକ ପାଇଁ ରେଭେନ୍ସାରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login