The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ଖୋଲିବ ହୀରାକୁଦର ୫ଟି ଗେଟ

Facebook
Twitter
LinkedIn

ସମ୍ବଲପୁର : ଆସନ୍ତାକାଲି ଖୋଲିବ ହୀରାକୁଦ ଡ୍ୟାମର ୫ଟି ଗେଟ । ବାମପଟର ୩ଟି ଦକ୍ଷିଣପଟର ୨ଟି ଗେଟ ଖୋଲାଯିବ । ପ୍ରଥମେ ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯିବ । ଏ ନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ।
ଅନ୍ୟପଟେ ଫୁଲୁଛି ହୀରାକୁଦ ଡ୍ୟାମ, ବଢୁଛି ଜଳଭଣ୍ଡାରର ଜଳସ୍ତର । ଲଗାଣ ବର୍ଷା ଫଳରେ ଫୁଲୁଛି ହୀରାକୁଦ ଡ୍ୟାମ । ପ୍ରତି ଘଣ୍ଟାରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୯୨ ହଜାର ୭୭୪ କ୍ୟୁସେକ ଜଳ । ହୀରାକୁଦରୁ ୪୦ ହଜାର ୬୧୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login