ଆସନ୍ତାକାଲି ଖୋଲିବ ରାଜ୍ୟର ସବୁ ସ୍କୁଲ
ଭୁବନେଶ୍ୱର : ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଶେଷ ହୋଇଛି ଖରାଛୁଟି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିଥାନ୍ତା, କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି … Continue reading ଆସନ୍ତାକାଲି ଖୋଲିବ ରାଜ୍ୟର ସବୁ ସ୍କୁଲ
Copy and paste this URL into your WordPress site to embed
Copy and paste this code into your site to embed