The Ultimate Managed Hosting Platform
ADVERTISEMENT

ଆଳୁ ଗାଦାମରେ ଚଢାଉ

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶାରେ ଆଳୁ ଦର କମିବାର ନାଁ ନେଉନାହିଁ। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ। ଏବେ ବି ବଜାରରେ ଆଳୁ ଦର ୪୦ ଉପରେ। କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଚଢାଉ କରୁଛି। ଏହା ସତ୍ତେ୍ୱ ଆଳୁ ଦର ତଳକୁ ଖସିବାର ନାଁ ଧରୁନି । ଆଜି ଭୁବନେଶ୍ୱର ଆଇଗେଣିଆ ଗୋଦାମରେ ଚଢ଼ାଉ କରିଛି ଯୋଗାଣ ବିଭାଗ । ଚଢ଼ାଉ କରି ୫ ହୋଲସେଲରଙ୍କୁ ନୋଟିସ୍ କରିଛି ଯୋଗାଣ ବିଭାଗ । ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ କରିଛି ଯୋଗାଣ ବିଭାଗ । ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗ ର ୭ ଜଣିଆ ଟିମ୍ । ରେଡ୍ ସମୟରେ ଅନେକ ଆଳୁ ଟ୍ରକ୍ର ଚାଲାଣ ନଥିବା ଦେଖିବାକୁ ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login