ଆମ ପରିବାର ବଳିଦାନ ଦେଇଛି -ପ୍ରିୟଙ୍କା

ନୂଆଦିଲ୍ଲୀ : ରାହୁଲଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧି । ଆପଣ ମୋ ପରିବାରକୁ ପରିବାରବାଦୀ କହୁଛନ୍ତି । ଆମ ପରିବାର ଲୋକତନ୍ତ୍ର ପାଇଁ ବଳିଦାନ ଦେଇଛି । ସହିଦ ପିଏମଙ୍କ ପୁତ୍ରକୁ ଦେଶଦ୍ରୋହୀ କୁହାଯାଉଛି । Views: 108