ୱାସିଂଟନ୍: ଆମେରିକାରେ ହେବ ୨୦୨୪-ରାଷ୍ଟ୍ରପତି ନିର୍ବାଚନ । ଆଉ ଏଥର ପ୍ରାର୍ଥୀ ହେବେ ଜଣେ ଭାରତୀୟ ଆମେରିକୀୟ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି। ଟୁଇଟର୍ରେ ପୋଷ୍ଟ୍ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍ଲଙ୍ଗ୍ ରିପବ୍ଲିକାନ୍’ ଏବଂ ‘ଆମେରିକା ଫାଷ୍ଟ୍’ ରକ୍ଷଣଶୀଳ ସଦସ୍ୟ। ‘ନ୍ୟୁଜର୍ସି ରିପବ୍ଲିକାନ୍ ପାର୍ଟି’ର ରକ୍ଷଣଶୀଳ ଶାଖାକୁ ପୁନଃରୁଦ୍ଧାର କରିବା ନିମନ୍ତେ ସେ କାମ କରିଛନ୍ତି। ଶୁକ୍ରବାର ଦିନ ଜାରି କରିଥିବା ୩ ମିନିଟ୍ର ଭିଡିଓରେ ସେ କହିଛନ୍ତି, ଅଳ୍ପ କେତେ ବର୍ଷ ତଳେ ଘଟିଥିବା ପରିବର୍ତ୍ତନକୁ ବିପରୀତମୁଖୀ କରିବା ଏବଂ ଆମେରିକୀୟ ମୂଲ୍ୟବୋଧର ପୁନଃରୁଦ୍ଧାର ନିମନ୍ତେ ଆମର ବଳିଷ୍ଠ ନେତୃତ୍ବ ଆବଶ୍ୟକ। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦବୀ ନିମନ୍ତେ ହେବାକୁ ଥିବା ୨୦୨୪ ନିର୍ବାଚନରେ ଭାଗ ନେବା ପାଇଁ ‘ରିପବ୍ଲିକାନ୍ ପାର୍ଟି’ ତରଫରୁ ପ୍ରାର୍ଥୀ ହେଲି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହେଲେ ଭାରତୀୟ-ଆମେରିକୀୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...