ନୂଆଦିଲ୍ଲୀ : ଆମେରିକାରେ ପୁଣି ଫୁଟିଲା ଗୁଳି । ସ୍କୁଲକୁ ଟାର୍ଗେଟ କଲା ଦୁର୍ବୃତ୍ତ । ନ୍ୟାସଭିଲ ଖ୍ରିଷ୍ଟ୍ରୟାନ ସ୍କୁଲରେ ଗୁଳିକାଣ୍ଡ ହୋଇଛି । ଏଥିରେ ୩ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ମୃତ । ସ୍କୁଲରେ ପାଖାପାଖି ୨୦୦ ଛାତ୍ରଛାତ୍ରୀ ଥିଲେ । ଏକ କବାଟ ନିକଟରେ ଥାଇ ଗୁଳିମାଡ଼ କରିଥିଲା ଆତତାୟୀ। ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିସରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗୁଳିକାଣ୍ଡ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସ୍କୁଲର ପୂର୍ବତନ ଛାତ୍ର ଏଦ୍ରୁୟେ ହାଲେ। ସେ ଜଣେ ଟ୍ରାନ୍ସଜେଣ୍ଡର । ସ୍କୁଲ ଉପରେ ଗୁଳିକାଣ୍ଡ କରିବାକୁ ପୂରା ଯୋଜନା କରିଥିଲା ଏଦ୍ରୁୟେ । ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ବନ୍ଧୁକ ଚାଳନା ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ କଡା ନିୟମ ଆଣିବାକୁ ସେ ବୈଠକ ଡାକିଛନ୍ତି । କହିଛନ୍ତି, ଏହା ହୃଦୟ ବିଦାରକ। ମୃତକଙ୍କ ପରିବାର ପାଇଁ ଏକ ଦୁସ୍ୱପ୍ନ । ଆମକୁ ବନ୍ଧୁକ ହିଂସା ରୋକିବାକୁ ଅଧିକ ପଦକ୍ଷେପ ନେବାକୁ ପଡିବ ।
ଆମେରିକାରେ ପୁଣି ଫୁଟିଲା ଗୁଳି: ୩ ଶିଶୁଙ୍କ ସମେତ ୬ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







