The Ultimate Managed Hosting Platform
ADVERTISEMENT

ଆବାସ ସର୍ଭେ ବେଳେ ଆକ୍ରମଣ

Facebook
Twitter
LinkedIn

ଉଦଳା : ଆବାସ ସର୍ଭେ ବେଳେ ଡବ୍ଲ୍ୟୁଇଓଙ୍କୁ ମରଣାନ୍ତକ ଆକ୍ରମଣ । ଗୋପବନ୍ଧୁନଗର ବ୍ଲକ ଡବ୍ଲ୍ୟୁଇଓଙ୍କୁ ମାଡ ମାରିଲେ ଦୁର୍ବୁତ୍ତ । ଡବ୍ଲ୍ୟୁଇଓ ସତ୍ୟଭାନୁ ସର୍ଦ୍ଦାର ସିଂ ଗୁରୁତର ଆହତ । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଆକ୍ରମଣରେ ଡବ୍ଲ୍ୟୁଇଓଙ୍କ ଆଖି ଏବଂ ଛାତିରେ ଆଘାତ ହୋଇଛି । ଏହା ସହିତ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ବେକ ମଧ୍ୟ ଚିପିଥିଲେ । ପରେ ତାଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଛଡେଇ ନେଇଛନ୍ତି । ତେବେ ଟିକାୟତପୁର ବାଳିକା ବିଦ୍ୟାଳୟରେ ୱାଚମ୍ୟାନ ବଦଳି ପାଇଁ ବାରମ୍ବାର କହିଥିବା ବେଳେ ତାହା ହୋଇ ନ ଥିବାରୁ ଉକ୍ତ ଘଟଣାରେ ରାଗ ରଖି ଏଭଳି ଆକ୍ରମଣ ହୋଇଥିବା କହିଛନ୍ତି ଡବ୍ଲୁଇଓ । ଅନ୍ୟପଟେ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିବା କହିଛନ୍ତି ବିଡ଼ିଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login