The Ultimate Managed Hosting Platform
ADVERTISEMENT

ଆବାସ ବଣ୍ଟନର ହେବ ଯାଞ୍ଚ: କେନ୍ଦ୍ରମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶା ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ । ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଉଠାଇଲେ ଆପତ୍ତି । ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ଯୋଗ୍ୟ ଲୋକେ ଆବାସ ପାଉନ ଥିବା ଅଭିଯୋଗ ଆସୁଛି । ଯେଉଁ ଅଭିଯୋଗ ଆସୁଛି ତାହାର ଯାଞ୍ଚ କରାଯିବ । ସବୁ ନିୟମର ଉଦ୍ଧ୍ୱର୍କୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି । ଉପା ସରକାର ସମୟରେ ୨୬ ହଜାର କୋଟି ମିଳୁଥିଲା । ମୋଦି ସରକାର ଏହାକୁ ୧ ଲକ୍ଷ କୋଟିକୁ ବୃଦ୍ଧି କରିଛନ୍ତି ।
ଏହା ସହ ସମ୍ବଲପୁର ହିଂସାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ଓଡ଼ିଶା ଭଳି ଶାନ୍ତ ଓ ସାଂସ୍କୃତିକ ରାଜ୍ୟରେ ଅଲଗାଓବାଦୀ ଓ କଟ୍ଟରବାଦୀ ଚିନ୍ତାଧାରା ଚଳିବ ନାହିଁ। ହନୁମାନ ଜୟନ୍ତୀ ଏବଂ ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ଼ ଘଟଣା ଓଡ଼ିଶାରେ କିମ୍ବା ଦେଶରେ ଗ୍ରହଣୀୟ ନୁହେଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login