ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ। ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ। ମରକ୍କୋରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣା। ବିମାନଟି ରୁଷିଆ ଯାଉଥିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ୍।ଆଫଗାନ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନଟି ଭୁଲ ମାର୍ଗରେ ଯାଉଥିବା ବେଳେ ଶନିବାର ରାତିରେ ବଦଶୁଖର ଜେବକ ଜିଲ୍ଲାର ଏକ ପାହାଡ ସହ ଧକ୍କା ହୋଇଥିଲା । ବଦଶୁଖ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପ୍ରମୁଖ ଜବିହୁଲ୍ଲାହ ଅମିର କହିଛନ୍ତି କି ବଦଶୁଖ ଅଞ୍ଚଳରେ ଥିବା କୁରାନ-ମୁଞ୍ଜନ ଓ ଜେବକ ଜିଲଊ୍ଲା ସହ ଜଡିତ ତୋପଖାନା ପାହାଡରେ ଏହି ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରବିବାର ସକାଳେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।
Views: 88











