The Ultimate Managed Hosting Platform
ADVERTISEMENT

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଫିଟିଲା

Facebook
Twitter
LinkedIn

ଭୁବନେଶ୍ବର: ରାଜ୍ୟର ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଫିଟିଲା । ଓଡିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ ଓ ପରିଚାଳନା ନାୟମ ଆସିଲା । ଓଡିଶା ଆପାର୍ଟମେଣ୍ଟ ଆକ୍ଟର ଚିଠା ରୁଲ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ। ରେରା ଆଇନ ଅନୁସାରେ ମାଲିକାନା ସତ୍ତ୍ୱ ଠିକ ନ ଥିବାରୁ ରାଜ୍ୟରେ ଦେଢ଼ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ବନ୍ଦ ରହିଥିଲା। ରିଏଲ ଇଷ୍ଟେଟ କାରବାରକୁ ଆଗକୁ ନେବା ସହ ଘର ମାଲିକମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ ୨୦୨୩ ଆଣିଥିଲେ। ପୂର୍ବରୁ ଥିବା ଆପାର୍ଟମେଣ୍ଟ ଆଇନ ୧୯୯୨ରେ ବାରମ୍ବାର ସଂଶୋଧନ ହୋଉଥିବାରୁ ରାଜ୍ୟ ସରକାର ନୂଆ ଆଇନ ଆଣିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login