July 5, 2024 12:41 am

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଆପାର୍ଟମେଣ୍ଟରେ ଆତ୍ମହତ୍ୟା କଲେ ଭୋଜପୁରୀ ଅଭିନେତ୍ରୀ ଅମୃତା !

Facebook
Twitter
LinkedIn

ପାଟନା: ଜଣାଶୁଣା ଅଭିନେତ୍ରୀ ଅମୃତା ପାଣ୍ଡେ ଆଉ ନାହାନ୍ତି । ବିହାରରେ ନିଜ ଆପାର୍ଟମେଣ୍ଟରୁ ଅମୃତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅମୃତା ହ୍ୱାଟସ୍ଆପ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁ ଶେଷ ହ୍ବାଟସ୍ଆପ୍ ପୋଷ୍ଟରେ ଲେଖାଯାଇଛି ‘‘ଦୁଇଟି ଡଙ୍ଗାରେ ତା ଜୀବନ ଫସିରହିଥିଲା, ମୁଁ ମୋ ଡଙ୍ଗା ବୁଡାଇ ତା ଯାତ୍ରା ସହଜ କରିଦେଲି’’ ।
ଅମୃତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନିଜ କ୍ୟାରିଅରକୁ ଚିନ୍ତିତ ରହୁଥିଲେ । ଦୀର୍ଘ ଦିନ ଧରି ସେ ଡିପ୍ରେସନରେ ଥିବା ପରିବାର ଲୋକେ କହିଛନ୍ତି । ଗତ ୨୦୨୨ରେ ସେ ଛତିଶଗଡ ବିଳାସପୁରର ଚନ୍ଦ୍ରମଣି ଝାଙ୍ଗଡଙ୍କୁ ବିବାହ କରିଥିଲେ । ଶେଷଥର ପାଇଁ ଅମୃତାଙ୍କୁ ୱେବସିରିଜ ପ୍ରତିଶୋଧରେ ଦେଖିବାକୁ ମିଳିଥିଲା । ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଫିଲ୍ମ ଦିୱାନାପନରେ ନଜର ଆସିଥିଲେ ଅମୃତା ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login