The Ultimate Managed Hosting Platform
ADVERTISEMENT

ଆପର ପରାଜୟ ପରେ ସିଲ ହେଲା ଦିଲ୍ଲୀ ସଚିବାଳୟ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଭିତରେ ଆପର ପରାଜୟ ଭିତରେ ଦିଲ୍ଲୀ ସଚିବାଳୟକୁ ସିଲ୍ କରାଯାଇଛି । ସୂଚନାଅନୁସାରେ ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାରର ଜେନେରାଲ ଆଡମିନଷ୍ଟ୍ରେସନ ଡିପାର୍ଟମେଣ୍ଟ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି କି ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ଅନୁରୋଧ କରାଯାଉଛି କି ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login