ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ୨ ଗିରଫ । ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ବିହାର ପୋଲିସ । ଦରଭଙ୍ଗା ରାଲିରେ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ । ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରାରେ ବିବାଦ ସାମ୍ନାକୁ ଆସିଥିଲା । ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି । ବିହାରରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଶୋଭାଯାତ୍ରା ବାହାର କରାଯାଉଛି । ସକାଳେ ରାଲି ସୀତାମାଢ଼ିରୁ ଦରଭଙ୍ଗାରେ ପହଞ୍ଚିଥିଲା । ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସମୟରେ ରଫିକ୍ ନାମକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ତଥାପି, ରାଲି ଆୟୋଜକ ନୌସାଦ ଏହି ମାମଲାରେ କ୍ଷମା ମାଗି ସାରିଥିଲେ । ଭାଇରାଲ ଭିଡିଓ ପରେ ବିଜେପି କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲା । ଭୋଟର ଅଧିକାର ଯାତ୍ରା ସମୟରେ ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଶାଳୀନ ଭାଷା ବ୍ୟବହାର କରିବା ମାମଲାରେ ଦରଭଙ୍ଗା ବିଜେପି ଜିଲ୍ଲା ସଭାପତି ଆଦିତ୍ୟନାଥ ନାରାୟଣ ମାନ୍ନା ଦରଭଙ୍ଗା ଜିଲ୍ଲାର ସିମରି ଥାନାରେ ଏକ ମାମଲା ଦାୟର କରିଥିଲେ ।
ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ୨ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







