The Ultimate Managed Hosting Platform
ADVERTISEMENT

‘ଆପ’କୁ ‘ଆପଦା’ କହିଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର (ଜାନୁଅରି ୩) ଦିଲ୍ଲୀର ଅଶୋକ ବିହାରର ରାମଲୀଳା ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ସେଠାରେ ସେ ଅନେକ ସରକାରୀ ଯୋଜନାର ଆରମ୍ଭ ବିଷୟରେ ଆଲୋଚନା କରିବା ସହିତ ଜେଲର ୱାଲା ବାଗ୍ ବସ୍ତିର ମହିଳାଙ୍କୁ ଫ୍ଲାଟ୍ର ଚାବି ସମର୍ପିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ପ୍ରସଂଗରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଟାର୍ଗେଟ କରି କହିଛନ୍ତି କି ‘ମୁଁ ୪ କୋଟି ଲୋକଙ୍କୁ ଘର ଯୋଗାଇ ଦେଇଛି; ଶୀଶମହଲ ନିର୍ମାଣ କରିନାହିଁ।’
ଦୁର୍ନୀତି ଏବଂ ସହରର ଭିତ୍ତିଭୂମି ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଶାସକ ଦଳ ଆପ୍କୁ ‘ଆପଦା’ ବା ବିପର୍ୟ୍ୟାୟ ବୋଲି ସମ୍ବୋଧନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login