The Ultimate Managed Hosting Platform
ADVERTISEMENT

ଆନ୍ଧ୍ର ବିଜୟନଗରମ ସିଗ୍ନେଚନ ବ୍ରିଜରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

Facebook
Twitter
LinkedIn

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରରେ ମାଲଗାଡ଼ି ଲାଇନଚ୍ୟୁତ । ବିଜୟନଗରମ ସିଗ୍ନେଚର ବ୍ରିଜରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ୫ଟି ୱାଗନ ଟ୍ରାକରୁ ଖସିପଡ଼ିଛି । ଏଥିଯୋଗୁ ବ୍ୟାହତ ହୋଇଛି ଟ୍ରେନ ଚଳାଚଳ। ଘଟଣାସ୍ଥଳରେ ରେଲୱେ ଅଧିକାରୀ ଓ ପୋଲିସ ପହଞ୍ଚିଛନ୍ତି । ଖସିପଡ଼ିଥିବା ୱାଗନଗୁଡ଼ିକୁ ହଟାଯାଉଛି ।
ତେବେ ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ଆଉ କେତେକ ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକାଯାଇଛି । ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ, ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ, ସାଲିମାର ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା ଏରନାକୁଲମ ଏକ୍ସପ୍ରେସ, ହାୱାଡା ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଆଦି ଟ୍ରେନଗୁଡ଼ିକ ବିଭିନ୍ନ ଷ୍ଟେସନରେ ଅଟକିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login