The Ultimate Managed Hosting Platform
ADVERTISEMENT

ଆନ୍ଧ୍ର-ଓଡିଶା ସୀମାରେ ବଡ ଧରଣର ସର୍ଚ୍ଚ ଅପରେସନ , ୫୦ ନକ୍ସଲ ଗିରଫ

Facebook
Twitter
LinkedIn

ଆନ୍ଧ୍ର : ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ୱାରା ୫୦ ନକ୍ସଲ ଗିରଫ ହୋଇଛନ୍ତି । କ୍ରିଷ୍ଣା ଜିଲ୍ଲାରେ ୨୮, ଏଲୁରେ ୧୫ , ଏନଟିଆର ଜିଲ୍ଲାରେ ୪ ଗିରଫ । ଗିରଫ ନକ୍ସଲ ଛତିଶଗଡର ବିଜାପୁର, ସୁକମା ଓ ନାରାୟଣପୁର ଜିଲ୍ଲାର । ଏମାନଙ୍କ ମଧ୍ୟରେ ଶୀର୍ଷ ନେତା, ପ୍ଲାଟୁନ ସଦସ୍ୟ ଓ ପାର୍ଟି ମେମ୍ବର ଅଛନ୍ତି । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ଥିବା ଇଣ୍ଟେଲିଜେନ୍ସ ଏଡିଜି ମହେଶ ଚନ୍ଦ୍ର ଲଡ୍ଡା ସୂଚନା ଦେଇଛନ୍ତି ।
ସେପଟେ ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡରଙ୍କ ଅପିଲ । ଗତକାଲି ହିଡ୍ ମାର ମୃତ୍ୟୁ ପରେ ଭିଡିଓ ଜାରି କରିଛି ଭୂପତି । ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ ବୋଲି ଭୂପତି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login