ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ସମ୍ପର୍କରେ ଚିତ୍ର ଅସ୍ପଷ୍ଟ । କମିଶନରଙ୍କ ସ୍ଥଗିତ ଘୋଷଣାକୁ ସଫା ମନା କଲେ ଡ୍ରାଇଭର । ଓଡିଶାରେ ଆନେ୍ଦାଳନ ସ୍ଥଗିତ ରହିଥିଲା କହିଥିଲେ କମିଶନର । ଡ୍ରାଇଭର ସଂଘ ସହଯୋଗ କରି ସ୍ଥିଗତ ରଖିଥିବା କହିଲେ । କମିଶନରଙ୍କ ସ୍ଥଗିତ ଘୋଷଣାକୁ ସଫା ମନା କଲେ ଡ୍ରାଇଭର । କେନ୍ଦ୍ରୀୟ ଆଇନ ନେଇ ନିଷ୍ପତ୍ତି ହୋଇ ନ ଥିବାରୁ ଆନେ୍ଦାଳନ ଚାଲିବ କହିଲେ ।
Views: 89