The Ultimate Managed Hosting Platform
ADVERTISEMENT

ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ ଅପଡେଟ

Facebook
Twitter
LinkedIn

ମହାରାଷ୍ଟ୍ର : ଆଧାର କାର୍ଡକୁ ନେଇ ଏକ ଅପଡେଟ୍ ସାମ୍ନାକୁ ଆସିଛି । ବର୍ଥ ସାର୍ଟିଫିକେଟ୍ ଆବେଦନ କରିବା ପାଇଁ ଆଧାରକାର୍ଡର ଆବଶ୍ୟକ ପଡିବନାହିଁ । ଯୋଜନା ବିଭାଗ ଏ ସମ୍ପର୍କରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାର ଆଧାର କାର୍ଡ ସମ୍ପର୍କରେ ସମାନ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ମହାରାଷ୍ଟ୍ରରେ ବିଳମ୍ବିତ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଆଧାର କାର୍ଡ ଆଉ ଏକ ଡକ୍ୟୁମେଣ୍ଟ ଭାବରେ ବୈଧ ହେବ ନାହିଁ । କେବଳ ମହାରାଷ୍ଟ୍ରରେ ନୁହେଁ ଏହି ନିୟମ ଉତ୍ତରପ୍ରଦେଶରେ ମଧ୍ୟ ଜାରି ହୋଇଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱଙ୍କୁଲେ ଆଧାର କାର୍ଡ ବ୍ୟବହାର କରି ଜାରି କରାଯାଇଥିବା ସମସ୍ତ ସନ୍ଦିଗ୍ଧ ପ୍ରମାଣପତ୍ରକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login