ଭୁବନେଶ୍ୱର : ଆଦିବାସୀଙ୍କ ଉପରେ ଲାଗିଥିବା ୪୮ ହଜାର ଛୋଟ ମାମଲା ହଟିବ । ଗୃହ, ଅବକାରୀ ଓ ଜଙ୍ଗଲ ବିବଆଗ ଅଧୀନରେ ଥିବା ମାମଲା ହଟିବ । ୩ଟି ବିଭାଗ ଅଧୀନ ୪୮ ହଜାର ୧୬ଟି ମାମଲା ପ୍ରତ୍ୟାହାର ହେବ । ଜନଜାତିଙ୍କ ଉପରୁ ଛୋଟ ମାମଲା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ । ୩୬,୫୮୧ ଅବକାରୀ. ୯୮୪୬ ଗୃହ ବିଭାଗର ମାମଲା ହଟିବ । ଜଙ୍ଗଲ ଓ ପରିବେଶ ବିଭାଗର ୧୫୯୧ ମାମଲା ପ୍ରତ୍ୟାହାର ହେବ ।
Views: 89











