ଆତ୍ମହତ୍ୟା କଲେ ସୁନ୍ଦରଗଡ ଯୁବ ବିଜେଡି ସଭାପତି

ସୁନ୍ଦରଗଡ଼ :ସୁନ୍ଦରଗଡ଼ ଯୁବ ବିଜେଡି ଟାଉନ ସଭାପତିଙ୍କ ଆତ୍ମହତ୍ୟା। ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଏଇ ଖବର ଆଜି ସକାଳେ ପ୍ରସାରିତ ହେବା ପରେ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଭିଡ଼ ଜମାଇ ଥିଲେ। ସେ ଜଣେ ମେଳାପୀ ଯୁବନେତା ଭାବେ ସେ ସୁନ୍ଦରଗଡ଼ … Continue reading ଆତ୍ମହତ୍ୟା କଲେ ସୁନ୍ଦରଗଡ ଯୁବ ବିଜେଡି ସଭାପତି