The Ultimate Managed Hosting Platform
ADVERTISEMENT

ଆତଙ୍କୀଙ୍କ ଘର ଉଡାଇଲେ ସୁରକ୍ଷାକର୍ମୀ

Facebook
Twitter
LinkedIn

ଜମ୍ମୁ : ବୁଲ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡାଇଲେ ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍ ତଥା ଆଦିଲର ଘର ଉଡାଇଲେ । ଆକ୍ରମଣ ଷଡଯନ୍ତ୍ରରେ ଆଦିଲ ସାମିଲ ନେଇ ସନେ୍ଦହ ହୋଇଥିଲା । ମାଟିରେ ମିଶିଲା ଦୁଇ ଆତଙ୍କବାଦୀର ଘର । ପୁଲୱାମାର ତ୍ରାଲ ଅଞ୍ଚଳରେ ଲସ୍କର-ଇ-ତୋଇବା ଆତଙ୍କୀ ଆସିଫ ଶେଖ ଘରକୁ ବିସ୍ପୋରଣ କରି ଉଡାଇ ଦେଇଛନ୍ତି ସୁରକ୍ଷାକର୍ମୀ । ପହଲଗାମ ଆକ୍ରମଣ ପରେ ଆସିଫ ଫେରାର ଅଛି । ଏପଟେ ଅନନ୍ତନାଗ ବିଜବେହାରା ଗୋରି ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କୀ ଆଦୀଲ ହୁସେନର ଘରକୁ ସୁରକ୍ଷାକର୍ମୀ ବୁଲଡୋଜର ଲଗାଇ ମାଟିରେ ମିଶାଇଛି ସେନା । ଉୟଙ୍କୁ ଧରିବାକୁ ସର୍ଚ୍ଚ ଅପରେସନକୁ ଜୋରଜାର କରାଯାଇଛି । ଗତକାଲି ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଚେତାବନୀ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login