The Ultimate Managed Hosting Platform
ADVERTISEMENT

ଆଜେକ୍ସଙ୍କ ମୃତ୍ୟୁ ମାମଲା : ବାନ୍ଧବୀଙ୍କ ବୟାନ ରେକର୍ଡ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ମାମଲା । ଆଜେକ୍ସଙ୍କ ବାନ୍ଧବୀଙ୍କୁ ୧ ଘଣ୍ଟା ଧରି ଜେରା । ଜେରା କଲା ଖାରବେଳ ଥାନା ପୋଲିସ । ୧୬୧ ଧାରାରେ ବାନ୍ଧବୀଙ୍କ ବୟାନ ରେକର୍ଡ । କେବେଠୁ ପରିଚୟ ହେଲା , ଶେଷ କଲ କାହିଁକି କରିଥିଲେ ? ଭିଡିଓ କଲରେ କଣ କଥା ହୋଇଥିଲେ ? ଘଟଣା ଦିନ ଉଭୟଙ୍କ ଭିତରେ ପାଟି ତୁଣ୍ଡ ହୋଇଥିଲା କି ? ଏହିଭଳି କିଛି ପ୍ରଶ୍ନ ପଚାରିଛି ପୋଲିସ । ଖାରବେଳ ମଗର ଥାନାର ସ୍ୱତନ୍ତ୍ର ଟିମ କରିଥିଲା ପଚରାଉଚରା ।

ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login