The Ultimate Managed Hosting Platform
ADVERTISEMENT

ଆଜି ୪୦ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର ତାପମାତ୍ରା

Facebook
Twitter
LinkedIn

ଭୁବନେଶ୍ୱର ; ଅସମ୍ଭାଳ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି , ଜନଜୀବନ ଅସ୍ତବ୍ୟସ୍ତ । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୦ .୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ଉପରେ ରହିଛି ୪ ସହର । ୧୫ ତାରିଖ ଯାଏ ଜଳିବ ଓଡ଼ିଶା । ଆଗାମୀ ୩ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି କହିଛି ପାଣିପାଗ ବିଭାଗ । କାଲି ୧୩ ଜିଲ୍ଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବ । ସେହିପରି ୧୩ ତାରିଖରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login