The Ultimate Managed Hosting Platform
ADVERTISEMENT

ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା

Facebook
Twitter
LinkedIn

ଉମରକୋଟ : ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ବିଜେଡି । ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବନ୍ଦ ଡାକରା ଦିଆଯାଇଛି । ଏହାସହ ରାଇଘରରେ ଆଜି କଳାଦିବସ ପାଳନ କରୁଛନ୍ତି ଚାଷୀ। ଫଳରେ ସହରର ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାଇଘର ଅଞ୍ଚଳର ୩୪୪ ଜଣ ଚାଷୀ ଗତ ଫେବୃୟାରୀ ମାସରୁ ମଣ୍ଡିରେ ୧୪ ହଜାର ୨୫୨ କ୍ବିଣ୍ଟାଲ ଧାନ ଦେଇଥିଲେ । ଯାହାର ମୂଲ୍ୟ ସାଢେ ୪ କୋଟି ଟଙ୍କା ହେବ । ଧାନ ବିକ୍ରି କରିବାର ୪ ମାସ ବିତିଯାଇଥିଲେ ବି ଏପର୍ୟ୍ୟନ୍ତ ସେମାନେ ପ୍ରାପ୍ୟ ପାଇନାହାନ୍ତି । ଏହାର ପ୍ରତିବାଦରେ ଆଜି ରାଇଘର ୧୨ ଘଣ୍ଟିଆ ବନ୍ଦ ଡାକରା ସହ କଳା ଦିବସ ପାଳନ କରୁଛନ୍ତି ଚାଷୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login