The Ultimate Managed Hosting Platform
ADVERTISEMENT

ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

Facebook
Twitter
LinkedIn

ପଦ୍ମପୁର : ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ । ଚାଷୀଙ୍କ ଟୋକନ ସମସ୍ୟା ଓ କଟନୀ ଛଟନୀର ପ୍ରତିବାଦ । ପ୍ରତି ମଣ୍ଡିରେ ୩ରୁ ୪ କେଜି ଧାନ କଟନୀ ଛଟନୀ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ଫଳରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଦୋକାନ ବଜାର ମଧ୍ୟ ତାଲା ପଡିଛି । ପଦ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରି ଯାତାୟତ ବନ୍ଦ କରିଛି କୃଷକ ସଙ୍ଗଠନ । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login