The Ultimate Managed Hosting Platform
ADVERTISEMENT

ଆଜି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ 

Facebook
Twitter
LinkedIn

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ର ଆଉ ଏକ ଚର୍ଚ୍ଚିତ ଯୋଡ଼ି । ଆଜି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ । ଗତକାଲିଠାରୁ ବିବାହ ପର୍ବ ଆରମ୍ଭ ହୋଇଯାଇଛି । ଚେମ୍ବୁରର ଆର କେ ହାଉସରେ ବିବାହ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ଗଣେଶ ପୂଜା ଓ ପରେ ମେହେନ୍ଦି ଏବଂ ସଂଗୀତ ହୋଇଥିଲା ।ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର ପ୍ରମୁଖ ମେହେନ୍ଦି ସେରିମୋନିରେ ଭାଗ ନେଇଥିଲେ । ଆଜି ପ୍ରଥମେ ପିତୃପୂଜା କରାଯିବ । ରଣବୀର ତାଙ୍କ ପିତା ଦିବଂଗତ ଅଭିନେତା ଋଷି କପୁରଙ୍କ ପାଇଁ ଏକ ବିଶେଷ ପୂଜା କରିବେ ଏବଂ ତା’ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ବାସ୍ତୁରେ ପହଞ୍ଚି ସ‌ାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login