The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଭାରତ-ବାଂଲାଦେଶ ଟକ୍କର

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଏସିଆ କପ କ୍ରିକେଟରେ ଭାରତ-ବାଂଲାଦେଶ ଟକ୍କର । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ୨ ଦଳ । ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ବାଂଲାଦେଶକୁ ଭେଟିବ ଭାରତ । ଉଭୟ ଟିମ୍ ସୁପର-୪ ରାଉଣ୍ଡରେ ପ୍ରଥମ ମ୍ୟାଚ ଜିତିଛନ୍ତି । ତେଣୁ ଆଜି ଯିଏ ଜିତିବ ଫାଇନାଲକୁ ଯିବା ପ୍ରାୟ ନିଶ୍ଚିତ । ତେଣୁ ଆଜିର ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ । ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ୟ୍ୟନ୍ତ ଭାରତ ଅପରାଜିତ ଥିବାବେଳେ ବାଂଲାଦେଶ କେବଳ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାଠୁ ହାରିଥିଲା । ତେଣୁ ଆଜିର ମ୍ୟାଚକୁ ନେଇ ଉଭୟ ଦଳର ମନୋବଳ ଦୃଢ ରହିଛି । ବାଂଲାଦେଶ ବିପକ୍ଷରେ ଭାରତ ୧୭ଟି ଟି-୨୦ ଖେଳିଛି ଓ ଏଥିରୁ ୧୬ଟି ମ୍ୟାଚ ଜିତିଛି । ୨୦୧୯ରେ ବାଂଲଦେଶ ଏକମାତ୍ର ବିଜୟ ହାସଲ କରିଥିଲା । ତେଣୁ ଭାରତକୁ ହରାଇବା ବାଂଲାଦେଶ ପାଇଁ ସହଜ ହେବ ନାହିଁ । ଏଥିରେ ବାଂଲାଦେଶ ମାତ୍ର ଥରେ ବିଜୟୀ ହୋଇଛି । ରେକର୍ଡ ଦୃଷ୍ଟିକୋଣରୁ ବାଂଲାଦେଶ ବିପକ୍ଷରେ ସବୁବେଳେ ଭାରତର ପଲ୍ଲା ଭାରି ରହିଛି । ଏବେ ପୁରା ଫର୍ମରେ ଅଛନ୍ତି ଓପନର୍ ଅଭିଷେକ ଶର୍ମା । ଆଜି ଅଭିଷେକ ଓ ଶୁବମନଙ୍କୁ ବ୍ୟାଟରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login