ବଲାଙ୍ଗିର : ଆଜି ଦେଓଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ପରମ୍ପରା ନାଁରେ ପୁଣି ଥରେ ରକ୍ତ ରଂଜିତ ହେଲା ପୀଠ । ଖଇରଗୁଡାର ବଡଖଳା, କୁମୁରିଆର ସାନଖଳା ଓ ନୂଆଖଳାରେ ପାଳନ । ପୀଠରେ ପଡିଲା ବଳି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା , ବଳି ସ୍ଥଳରେ ପୋଲିସ ଫୋର୍ସ ମୁତୟନ । ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଲୋକ ଯାତ୍ରାରେ ସାମିଲ ।
Views: 54











