ପୁରୀ : ଭାବର ଠାକୁର ସେ । ଭକତର ଆଖିର ଧାରା । ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ । ମନପୁରି ଦେଖିବେ ବୋଲି ଭକ୍ତର । ବଡଦାଣ୍ଡରେ ଆଜି ଲକ୍ଷ ଲକ୍ଷ ଭକ୍ତ । ଭକ୍ତ ଓ ଭଗବାନଙ୍କର ଆଜି ହେବ ମିଳନ । ଆଜି ହେଉଛି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ । ଦୁଲୁକୁଛି ବଡଦାଣ୍ଡ, ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରୀକ୍ଷେତ୍ରରୁ ସୁଅ ଛୁଟୁଛି । ରଥ ଉପରେ ଚକାଆଖିଆକୁ ଆଖି ପୁରାଇ ଦର୍ଶନ କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି । ରକ୍ଷା ବ୍ୟବସ୍ଥା ରଥଯାତ୍ରା ପାଇଁ ଆଜି ପୁରୀରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଟ୍ରାଫିକ ପରିଚାଳନା ବିଶେଷକରି ପାର୍କିଂ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଳ, ସ୍ଥଳ ଓ ଆକାଶ, ତିନି ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରଥଯାତ୍ରାରେ ମୁତୟନ ହେବେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀ ।
ଆଜି ପବିତ୍ର ଘୋଷଯାତ୍ରା ; ଭକ୍ତଙ୍କ ଗହଣରେ ମହାବାହୁ , ଦେବେ ଦର୍ଶନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







