The Ultimate Managed Hosting Platform
ADVERTISEMENT

ଆଜି ଡିସଚାର୍ଜ ହେବ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା

Facebook
Twitter
LinkedIn

ସମ୍ବଲପୁର : ଡିସଚାର୍ଜ ହେବ ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ । ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଭୀମସାର ମେଡିକାଲରୁ ଡିସଚାର୍ଜ ହେବ । ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା । ଡିସଚାର୍ଜ ପରେ ଶିଶୁ ଗୃହକୁ ିଯବ ଶିଶୁ କନ୍ୟା ବିଜୟିନୀ । ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ଶିଶୁ କନ୍ୟା ବିଜୟିନୀ । ଗତ ମାସ ୧୨ରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଶିଶୁକନ୍ୟା । ଗତ ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ଥାନା ଲାରିପାଲି ସ୍ଥିତ ଶ୍ରୀରାମ ପଡିଆରେ ଥିବା ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login