The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୨୩-୦୩-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ:– ଆଜି ଆପଣ ଯଦି କୌଣସି ନୂତନ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଦୁରେଇ ରହିବା ଭଲ । ଆଜି ଆପଣଙ୍କୁ ପିତାଙ୍କ ସମର୍ଥନ ରହିବ । ମନ ବିଚଳିତ ହୋଇପାରେ । ବ୍ୟବସାୟରେ ଚିନ୍ତା ଲାଗିରହିବ । ବିଦେଶୀ ବ୍ୟବସାୟରୁ ଲାଭ ଯୋଗ ରହିଛି । କୌଣସି ଶୁଭ ଖବର ପ୍ରାପ୍ତି ହେବ ।
ବୃଷ:- ବ୍ୟବସାୟ ବିସ୍ତାର କରିବାକୁ ପରିବାରରୁ ଆର୍ଥକ ସହାୟତା ପାଇପାରିବେ । ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ମନ ଖୁସି ରହିବ ମାତ୍ର ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବାର୍ତ୍ତାଳାପରେ ସନ୍ତୋଷ ମିଳିପାରେ ।
ମିଥୁନ:- ଆଜି ଆପଣଙ୍କ ମନ ବିଚଳିତ ହୋଇପାରେ । ଆତ୍ମ ନିର୍ଭରଶୀଳ ହୁଅନ୍ତୁ । ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦନ୍ନୋତି ଯୋଗ ରହିଛି । ଆୟ ବୃଦ୍ଧି ପାଇବା ସହ ଯାନବାହାନରେ ସୁଖ ମିଳିବ ।
କର୍କଟ:- ଆଜି ଆପଣଙ୍କୁ ଚାକିରି କ୍ଷେତ୍ରରେ ବିଦେଶ ଭ୍ରମଣର ଯୋଗ ରହିବା ସହ କର୍ମ କ୍ଷେତ୍ରରେ ର୍ ସଫଳତା ମିଳିବାର ସମ୍ଭାବନା ରହିଛି । ଆତ୍ମବିଶ୍ୱାସ ପୁର୍ଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ଉନ୍ନତି ଦେଖାଦେବ । ଯାନର ଆନନ୍ଦ ବୃଦ୍ଧି ହୋଇପାରେ ।
ସିଂହ:- ଆପଣ ଆଜି ଅତ୍ୟଧିକ କ୍ରୋଧରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଆତ୍ମବିଶ୍ୱାସରେ ହ୍ରାସ ଘଟିବାର ସମ୍ଭାବନା ରହିଛି । ଆତ୍ମ ନିର୍ଭରଶୀଳ ହୁଅନ୍ତୁ । ଧାର୍ମୀକ ସଂଗୀତ ପ୍ରତି ରୁଚି ବଢିପାରେ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଆଜି ଆପଣଙ୍କ ମା’ଙ୍କ ଠାରୁ ଅର୍ଥ ପାଇପାରିବେ । ଶିଶୁ ସୁଖ ପ୍ରାପ୍ତିର ଯୋଗ ରହିଛି ।
କନ୍ୟା:- ପରିବାରରେ ଅନାବଶ୍ୟକ ଯୁକ୍ତି ଠାରୁ ଦୂରେଇ ରୁହନ୍ତୁ । ନିରାଶା ଓ ଅସନ୍ତୋଷ ମନରେ ରହିବା ସହ ଅସ୍ଥିରତା ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ବ୍ୟବସାୟରେ ଲାଭ ସୁଯୋଗ ରହିଥିବା ବେଳେ ନୂଆ କାର୍ଯ୍ୟ ଆରମ୍ଭର ଯୋଗ ରହିଛି ।
ତୁଳା:- ଆଜି ଆପଣଙ୍କ ମନ ଖୁସି ରହିବା ସହ ଆତ୍ମବିଶ୍ୱାସ ପୁର୍ଣ୍ଣ ହେବ । ବ୍ୟବସାୟରେ ଅସୁବିଧା ଉପୁଜିପାରେ । କଠିନ ପରିଶ୍ରମ ହେବ । ଆଜି ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇ ପାରିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ବିଛା- ଖର୍ଚ୍ଚ ବୃଦ୍ଧି ପାଇବ । ପତି ପଡତ୍ନୀଙ୍କ ମଧ୍ୟରେ ବିଚ୍ଛେଦ ଯୋଗ ରହିଛି । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ଆତ୍ମ ବିଶ୍ୱାସରେ ହ୍ରାସ ଘଟିବ । ମନ ଅସୁବିଧାରେ ପଡିପାରେ ।
ଧନୁ:- ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ମାନସମ୍ମାନ ସହିତ ଅର୍ଥ ଲାଭର ସମ୍ଭାବନା ରହିଛି । ଆତ୍ମବିଶ୍ୱାସପୁର୍ଣ୍ଣ ରହିବେ । ଅତ୍ୟଧିକ ଉତ୍ସାହୀ ରହିବାର ଆବଶ୍ୟକ ରହିଛି । ପିଲାମାନଙ୍କ ଠାରୁ ଶୁଭ ଖବର ପ୍ରାପ୍ତି ହେବେ ।
ମକର:- ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ପରିବାର ଠାରୁ ଦୂରରେ ରହିବାକୁ ପଡିପାରେ । ସ୍ଥାନ ପରିବର୍ତ୍ତନ ହୋଇପାରେ । ଚାକିରିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ । ମନ ଅସ୍ଥିର ରହିବ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ ।
କୁମ୍ଭ:- ଆୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ଯୋଗ ରହିଛି । କାର୍ଯ୍ୟ ଅତ୍ୟଧିକ ହୋଇପାରେ । ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ । ଆତ୍ମବିଶ୍ୱାସ ପୁର୍ଣ୍ଣ ରହିବ ମାତ୍ର ଫଳ ମଧ୍ୟମ ରହିବ ।
ମୀନ:- ପାରିବାରିକ ଜୀବନ ଖୁସିରେ କଟିବ । ଅତ୍ୟଧିକ ଖର୍ଚ୍ଚଦ୍ୱାରା ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଗୃହକୁ ବନ୍ଧୁଙ୍କ ଆଗମନ ଦ୍ୱାରା ମନଖୁସି ହେବ । ବୈବାହିକ ସୁଖ ବୃଦ୍ଧି ଘଟିବ । ପରିବାର ସହିତ ଯାତ୍ରା ଯୋଗ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login