ମେଷ:- କିଛି ନୂତନ ଦ୍ରବ୍ୟ ଲାଭ କରି ଆନନ୍ଦିତ ହେବେ । ଚାକିରୀ କ୍ଷେତ୍ରରେ ଭ୍ରମଣର ଯୋଗ ରହିଛି । ବୈବାହିକ ଜୀବନରେ ସୁଖ ବୃଦ୍ଧି ପାଇବ । ମାତା ପିତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ । ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି ।
ବୃଷ:- କର୍ମ କ୍ଷେତ୍ରରେ ତତ୍ପତା ଦେଖାଦେବା ସହ ମନ ବିଚଳିତ ରହିବ । ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ମଧ୍ୟ ଦେବାର ଆବଶ୍ୟକତା ରହିଛି । ଆଜି ଶରୀରରେ ଯନ୍ତ୍ରଣା ଅନୁଭବ କରି ପାରନ୍ତି । ପିତାଙ୍କ ସମର୍ଥନ ପାଇବା ସହ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବାର ସୁଯୋଗ ରହିଛି ।
ମିଥୁନ:- ଅସୁବିଧାରେ ସମ୍ମୁଖିନ ହୋଇ ପାରନ୍ତି । କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁୁ । ବନ୍ଧୁଙ୍କ ସାହାଯ୍ୟରେ ଧନ ପ୍ରାପ୍ତିର ଯୋଗ ରହିଛି । ଭାଇ ମାନଙ୍କ ସାହାଯ୍ୟରେ ଏକ ନୂତନ ବ୍ୟବସାୟ ଆରମ୍ଭର ସମ୍ଭାବନା ରହିଛି ।
କର୍କଟ:- ଶରୀରରେ ପୀଡା ଉପୁଜି ପାରେ । ଆତ୍ମ ବିଶ୍ୱାରର ଅଭାବ ପରିଲିକ୍ଷିତ ହେବ । ଅନାବଶ୍ୟକୀୟ ଝଗଡା ଓ ବିବାଦରୁ ଦୂରେଇ ରୁହନ୍ତୁ । ଚାକିରୀରେ କୌଣସି ବିଶେଷ ଉଦ୍ଦେଶ୍ୟ ନେଇ ଭ୍ରମଣ ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
ସିଂହ:- ଆଜି ଆପଣ ଦୀର୍ଘ ଦିନର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସୁଖ ଓ ସମ୍ମାନ ପ୍ରାପ୍ତି ହେବେ । ମନ ପ୍ରସନ୍ନ ରହିବ । ଜୀବନସାଥୀଙ୍କ ସମର୍ଥନ ମିଳିପାରେ ।
କନ୍ୟା:- ଶିକ୍ଷାଗତ କାର୍ଯ୍ୟପାଇଁ ବିଦେଶ ଭ୍ରମଣର ସମ୍ଭାବନା ରହିଛି । ପତି ପତ୍ନୀଙ୍କ ଠାରୁ ଅଲଗା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ନୂତନ କର୍ମ ସଂସ୍ଥା ପାଇଁ ଆଗ୍ରହ ବଢିବ । କୌଣସି କ୍ଷେତ୍ରରେ ସାହାଯ୍ୟ ପାଇ ପାରନ୍ତି ।
ତୁଳା:- ଆଜି ଆପଣଙ୍କ ମନ ଖୁସି ରହିବା ସହ ଆତ୍ମ ବିଶ୍ୱାସରେ ପରିପୁର୍ଣ୍ଣ ହେବ । ସୁସ୍ୱାଦୁ ଖାଦ୍ୟପାଇଁ ଆଗ୍ରହ ବଢିବ । ଚାକିରୀ କ୍ଷେତ୍ରରେ ଅତିରିକ୍ତ ଦାୟୀତ୍ୱ ମିଳିପାରେ । ଅତ୍ୟାଧିକ ପରିଶ୍ରମ ହେବ । ଆୟ ଓ ବ୍ୟୟ ସମାନ ରହିବ ।
ବିଛା– ଆଜି ଆପଣ ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ପାରିବାରିକ ବିବାଦ ଲାଗିରହିବ । ଆତ୍ମ ବିଶ୍ୱାସର ଅଭାବ ହେବ । ମନ ଅଶାନ୍ତ ରହିବ ।
ଧନୁ:- ଅତ୍ୟାଧିକ କ୍ରୋଧରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଅସୁବିଧା ପରିଲିକ୍ଷିତ ହୋଇପାରେ । ବନ୍ଧୁଙ୍କ ସାହାଯ୍ୟରେ ଆପଣ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି । ଶିକ୍ଷାଗତ କାର୍ଯ୍ୟରେ ଆଶା କରାଯାଉଥିବା ଫଳାଫଳ ମିଳିବ ।
ମକର:- ଆଳସ୍ୟର ବଶବର୍ତ୍ତି ହେବେ । ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବକ୍ତବ୍ୟରେ ମଧୁରତା ରହିବ । ଖର୍ଚ୍ଚ ବୃଦ୍ଧି ପାଇବ । ଜୀବନ ଅସଂଘଟିତ ହେବ । ପିତାଙ୍କ ସମର୍ଥନ ପ୍ରାପ୍ତିର ଯୋଗ ରହିଛି ।
କୁମ୍ଭ:- ସୋମବାର ଆପଣଙ୍କର ଶ୍ରୀଚନ୍ଦ୍ର । ଆତ୍ମ ବିଶ୍ୱାସପୁର୍ଣ୍ଣ ହେବ । ମନ ମଧ୍ୟ ଖୁସି ରହିବ । ତଥାପି ଅନାବଶ୍ୟକୀୟ କ୍ରୋଧ ଓ ବିତର୍କରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ପାରିାବରିକ ସମସ୍ୟାରେ ଅନ୍ତ ଘଟିବ । ବନ୍ଧୁଙ୍କ ସାହାଯ୍ୟରେ ରୋଜଗାରର ସୁଯୋଗ ପ୍ରାପ୍ତି ହେବ ।
ମୀନ:- ଆପଣଙ୍କ ରାଶିରେ ଆଜି ଘାତଚନ୍ଦ୍ର ଫଳରେ ମନ ସାମାନ୍ୟ ଅଶାନ୍ତ ରହିବ । ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ଖର୍ଚ୍ଚ ବୃଦ୍ଧିପାଇବା ସହ ଧାର୍ମିକ ସ୍ଥାନକୁ ତୀର୍ଥ ଭ୍ରମଣର ଯୋଗ ରହିଛି ।
ଆଜି ଆପଣଙ୍କ ରାଶିରେ (ତା.୨୦-୦୩-୨୦୨୩ ରିଖ ସୋମବାର)
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











